ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳକୁ ଖସିଛି । ଯାହାଫଳରେ ଏବେ ତଳ ମୁହଁ କରୋନା ମିଟର । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୪୨୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୦୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 11th October
New Positives Cases: 2423
In quarantine: 1417
Local contacts: 1006(Details of local contacts will be shared by concerned District Administration)
District Wise Cases
1. Angul: 229
2. Balasore: 42
3. Bargarh: 99
4. Bhadrak: 67
5. Balangir: 93— I & PR Department, Odisha (@IPR_Odisha) October 12, 2020
22. Mayurbhanj: 128
23. Nawarangpur: 28
24. Nayagarh: 40
25. Nuapada: 63
26. Puri: 73
27. Rayagada: 10
28. Sambalpur: 60
29. Sonepur: 53
30. Sundargarh: 195
31. State Pool: 75New Recoveries: 3342
Cumulative Tested: 3796767
Positive: 254662
Recovered: 227615
Active Cases: 25954— I & PR Department, Odisha (@IPR_Odisha) October 12, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୩୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୬୬୨ କୁ ବୃଦ୍ଧି ପାଇଥିବା ବେଳେ ୨୨୭୬୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୫୯୫୪ ଜଣ ଚିକିତ୍ସିତ ହେଉଛନ୍ତି ।