ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 29th JUNE
New positive Cases: 206
In quarantine: 192
Local contacts: 14(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 5
3. Bhadrak: 4
4. Bolangir: 16
5. Boudh: 1
6. Cuttack: 17— I & PR Department, Odisha (@IPR_Odisha) June 30, 2020
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୦୬ ଜଣଙ୍କ ମଧ୍ୟରୁ ଅନୁଗୁଳର ୬, ବାଲେଶ୍ୱରର ୫, ଭଦ୍ରକର ୪, ବଲାଙ୍ଗିରର ୧୬, ବୌଦ୍ଧର ୧, କଟକର ୧୭, ଦେଓଗଡର ୧୫, ଢେଙ୍କାନାଳର ୪, ଗଞ୍ଜାମର ୩, ଜଗତସିଂହପୁରର ୧୭, ଯାଜପୁରର ୨୮, ଝାରସୁଗୁଡାର ୩, କେନ୍ଦ୍ରାପଡାର ୪, କେନ୍ଦୁଝରର ୬, ଖୋର୍ଦ୍ଧାର ୭, କୋରାପୁଟ ୧୮, ମାଲକାନାଗିରି ୩୬, ମୟୁରଭଞ୍ଜର ୭, ନୟାଗଡର ୧, ପୁରୀର ୧, ସମ୍ବଲପୁରର ୪, ସୁନ୍ଦରଗଡର ୨ ଏବଂ ଏନଡିଆରଏଫ କର୍ମୀ ଜଣେ ରହିଛନ୍ତି ।
23. NDRF: 1
(returned from WB Amphan duty)New recoveries: 203
Cumulative tested: 265431
Positive: 7065
Recovered: 4946
Active Cases: 2087— I & PR Department, Odisha (@IPR_Odisha) June 30, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ କୁ ବୃଦ୍ଧି । ସେଥିରୁ ୪୯୪୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୦୮୭ ଜଣ ଚିକିତ୍ସିତ ହେଉଛନ୍ତି ।