ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳକୁ ଖସିଛି । ଯାହାଫଳରେ ଏବେ ହ୍ରାସ ପାଉଛି କରୋନା ସଂକ୍ରମଣ । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୧୩୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୫୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୮୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 15th October
New Positives Positive: 2138
In quarantine: 1251
Local contacts: 887(Details of local contacts will be shared by concerned Dist Administration)
District Wise Cases
1. Angul: 151
2. Balasore: 57
3. Bargarh: 73
4. Bhadrak: 47
5. Balangir: 79— I & PR Department, Odisha (@IPR_Odisha) October 16, 2020
22. Mayurbhanj: 119
23. Nawarangpur: 21
24. Nayagarh: 31
25. Nuapada: 41
26. Puri: 73
27. Rayagada: 25
28. Sambalpur: 53
29. Sonepur: 80
30. Sundargarh: 137
31. State Pool: 62New Recoveries: 2772
Cumulative Tested: 3959712
Positive: 264149
Recovered: 238535
Active Cases: 24457— I & PR Department, Odisha (@IPR_Odisha) October 16, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୨୭୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୧୪୯ କୁ ବୃଦ୍ଧି ପାଇଥିବା ବେଳେ ୨୩୮୫୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୪୪୫୭ ଜଣ ଚିକିତ୍ସିତ ହେଉଛନ୍ତି ।