ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 30th JUNE
New positive Cases: 251
In quarantine: 208
Local contacts: 43(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 2
3. Bargarh: 12
4. Bolangir: 4
5. Cuttack: 32
6. Deogarh: 4— I & PR Department, Odisha (@IPR_Odisha) July 1, 2020
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୫୧ ଜଣଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୨,ବରଗଡର ୧୨, ବଲାଙ୍ଗିରର ୪, କଟକର ୩୨, ଦେଓଗଡର ୪, ଗଜପତିର ୬, ଗଞ୍ଜାମର ୧୦୨, ଝାରସୁଗୁଡାର ୫, କେନ୍ଦ୍ରାପଡାର ୪, ଖୋର୍ଦ୍ଧାର ୨୬, ମାଲକାନାଗିରର ୧୦,ମୟୂରଭଞ୍ଜର ୫, ନୟାଗଡର ୧୪, ପୁରୀର ୧୨, ସମ୍ବଲପୁରର ୨, ସୋନପୁରର ୧, ସୁନ୍ଦରଗଡର ୭, ଯାଜପୁରର ୧, ଏବଂ ଏନଡିଆରଏଫ କର୍ମୀ ଜଣେ ରହିଛନ୍ତି ।
New recoveries: 243
Cumulative tested: 270678
Positive: 7316
Recovered: 5189
Active Cases: 2094— I & PR Department, Odisha (@IPR_Odisha) July 1, 2020
ଏହାକୁ ମିଶାଇ ରାଜ୍ୟେରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ କୁ ବୃଦ୍ଧି ପାଇଛି । ସେଥିରୁ ୫୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୨୦୯୪ ଜଣ ଚିକିତ୍ସିତ ହେଉଛନ୍ତି ।