ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ତଳକୁ ଖସିଛି । ଯାହାଫଳରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୧୫୪୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୫୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 29th October
New Positives Cases 1547
In quarantine: 891
Local contacts: 656(Details of local contacts will be shared by concerned District Administration)
District Wise Cases:
1. Angul: 95
2. Balasore: 79
3. Bargarh: 35
4. Bhadrak: 43
5. Balangir: 79— I & PR Department, Odisha (@IPR_Odisha) October 30, 2020
22. Mayurbhanj: 88
23. Nawarangpur: 30
24. Nayagarh: 34
25. Nuapada: 59
26. Puri: 59
27. Rayagada: 9
28. Sambalpur: 23
29. Sonepur: 22
30. Sundargarh: 58
31. State Pool: 33New Recoveries: 1908
Cumulative Tested: 4508065
Positive: 288646
Recovered: 272038
Active cases: 15247— I & PR Department, Odisha (@IPR_Odisha) October 30, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୧୯୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮୬୪୬ କୁ ବୃଦ୍ଧି ପାଇଥିବା ବେଳେ ୨୭୨୦୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୧୫୨୪୭ ଜଣ ଚିକିତ୍ସିତ ହେଉଛନ୍ତି ।