ପୁରୀ (ଏଟିଆର ବ୍ୟୁରୋ): ଆଜି ପୁରୀରୁ ଜଣେ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମୋଟ ୧୧୪୩ ଜଣ ସେବାୟତଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୪୨ ଜଣଙ୍କର ନେଗେଟିଭ ଆସିଥିବା ବେଳେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Covid 19 Tests of 1143 Servitors were undertaken on 22.6.2020 as per hnbl Supreme Court instructions .Except one all are found negative.Confirm case has been shifted to Covid Hospital before Rath Yatra rituals , Contact tracing is being done and Area has been contained.
— PuriOfficial (@Puri_Official) June 23, 2020
ଏକ ମାତ୍ର ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ସେବାୟତଙ୍କୁ ଏବେ କୋଭିଡ୧୯ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତାଙ୍କ ସଂସ୍ପର୍ଷରେ କେତେ ଜଣ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।