ନୂଆଦିଲ୍ଲୀ (ଏଟିଆର ): ବିଶ୍ଵବ୍ୟାପୀ କାୟା ମେଲାଇଛି କରୋନା । ଏହାକୁ ମାତ ଦେବା ପାଇଁ ସ୍ପୁଟିନିକ ଭି ନାମକ ଟୀକା ପ୍ରସ୍ତୁତ କରିଥିବା ରୁଷ ର ସରକାରୀ କମ୍ପାନୀ RDIF ପକ୍ଷରୁ ଭାରତୀୟ ଫାର୍ମାସିଇଟିକାଲ କମ୍ପାନୀ ଡ଼କ୍ଟର ରେଡ୍ଡୀ ସହିତ କଣ୍ଟ୍ରାକ୍ଟ ସାଇନି କରାଯାଇଛି । ଯାହାଫଳରେ ଭାରତରେ ଟୀକାର କ୍ଲିନିକାଲ ଟ୍ରାଏଲ ଏବଂ ୧୦ କୋଟି ଟୀକାର ଡୋଜ ପ୍ରସ୍ତୁତ କରାଯିବ ।
ସୂଚନାଯୋଗ୍ୟ ରୁଷର ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଗତ ମାସରେ କରୋନା ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ପଂଜିକୃତ ଟୀକାର ଘୋଷଣା କରିଥିଲେ । ଏହି ଟିକାକୁ ଗାମାଲେୟା ସାଇଣ୍ଟିଫିକ ରିସର୍ଚ୍ଚ ଇନଷ୍ଟିଚୁଟ ଅଫ ଏପିଡମିୟୋଲୋଜି ଆଣ୍ଡ ମାଇକ୍ରୋବାଈଓଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ମସ୍କୋ ସ୍ଥିତ ଏକ ଚିକିତ୍ସା ସଂସ୍ଥାନ ଅଟେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024