ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ କରୋନାର ଦ୍ୱିତୀୟ ଲହର ସାଘାଂତିକ ହେବାରେ ଲାଗିଛି । ଯାହାଫଳରେ ଦେଶରେ ଅକ୍ସିଜେନ ସଙ୍କଟ ଦେଖା ଦେଇଛି । ଏଭଳି ସ୍ଥିତିରେ ଭାରତକୁ ସାହାଯ୍ୟ କରିବା ପାଇଁ ଅନେକ ଦେଶ ସାମ୍ନାକୁ ଆସୁଛନ୍ତି । ଏହି କ୍ରମରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି ସିଙ୍ଗାପୁର । ଆଜି ସିଙ୍ଗାପୁରରୁ ୨୫୬ ଅକ୍ସିଜେନ ସିଲିଣ୍ଡର ଭାରତକୁ ପଠାଯାଇଛି । ସିଙ୍ଗାପୁର ବାୟୁସେନାର ଦୁଇଟି ବିମାନ ଏହି ଅକ୍ସିଜେନ ସିଲିଣ୍ଡର ନେଇ ଭାରତ ଅଭିମୁଖେ ଉଡାଣ ଭରିଛନ୍ତି । ଏନେଇ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ସିଙ୍ଗାପୁରର ଡିପ୍ଲୋମାଟିକ ମିଶନ ପକ୍ଷରୁ ସୂଚନା ମିଳିଛି । ମିଶନ କହିଛି କି, ମନ୍ତ୍ରୀ ମଲିକ ଓସ୍ମାନ ସିଙ୍ଗାପୁର ବାୟୁସେନାର ସି-୧୩୦ ରୁ ୨ଟି ବିମାନକୁ ସବୁଜ ପତାକା ଦେଖାଇଛନ୍ତି । ଯେଉଁଥିରେ ୨୫୬ ଅକ୍ସିଜେନ ସିଲିଣ୍ଡର ଭାରତ ପଠାଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024