ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଏଭଳି ଜିନିଷ ଥାଏ ଯାହାକୁ ପ୍ରୟୋଗ କରିବା ଦ୍ୱାରା ହୁଏତ ଆପଣଙ୍କ ଶରୀର ସୁସ୍ଥ ରହିପାରେ । ଯେପରିକି ମୋଜା ଓଦା ହୋଇଯିବା ପରେ ଆପଣ ତାକୁ କାଢି ଦେଉଥିବେ । କାରଣ ଓଦା ମୋଜା ପିନ୍ଧିବା କାହାରିକୁ ପସନ୍ଦ ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଓଦା ମୋଜା ପିନ୍ଧିବା ଦ୍ୱାରା ଶରୀର ପାଇଁ ଖୁବ୍ ଫାଇଦା ହୋଇପାରେ । ଆଜି ଆମେ ଆପଣଙ୍କୁ ଓଦା ମୋଜାର କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଫାଇଦା ।
– ଯଦି ଆପଣଙ୍କର କୌଣସି ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି କଳାଜିରା ଏବଂ ପାନମଧୁରୀ ପକାଇ ଫୁଟାନ୍ତୁ । ତାପରେ ସେହି ପାଣିରେ ମୋଜା ବୁଡାଇ ଓଦା କରି ନିଅନ୍ତୁ ଏବଂ ସେହି ମୋଜାକୁ ପାଦରେ ପିନ୍ଧନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।
– ଜ୍ୱର ସମୟରେ ମୋଜାକୁ ଭିନେଗାର ପାଣିରେ ବୁଡାଇ ସେହି ମୋଜାକୁ ପାଦରେ ପିନ୍ଧନ୍ତୁ । ଏହାଦ୍ୱାରା ଜ୍ୱର ବହୁତ ଶୀଘ୍ର ଛାଡିଯାଇଥାଏ ।
– ଥଣ୍ଡା କାଶ ଆଦି ସମସ୍ୟାକୁ ଦୂର କରିବା ପାଇଁ ଖୀରରେ ଗୋଟେ ଚାମଚ ପିଆଜ ରସ ଏବଂ ମହୁ ମିଶାଇ ସେଥିରେ ଆପଣଙ୍କ ମୋଜାକୁ ଓଦା କରିଦିଅନ୍ତୁ । ତାପରେ ସେହି ମୋଜାକୁ ଭଲ ଭାବରେ ଚିପୁଡି ପାଦରେ ପିନ୍ଧନ୍ତୁ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024