ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ବିଭିନ୍ନ ପ୍ରକାରର ଲୋକଙ୍କୁ ଦେଖିବାକୁ ମିଳିଥାଏ । କିଛି ଲୋକ ନିଜ ପ୍ରେମକୁ ନେଇ ଖୁବ୍ ସଚେତନ ଥିବା ବେଳେ ଆଉ କିଛି ଲୋକ ପ୍ରେମକୁ ଖେଳନା ଭାବିଥାନ୍ତି । କିଛି ଦିନ ସଂପର୍କରେ ରହିଲା ପରେ ଧୋକା ଦେଇ ଛାଡି ପଳାଇ ଥାନ୍ତି । ଯାହାଫଳରେ ଦୁନିଆ ସାମ୍ନାରେ ବଦନାମ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଅକ୍ଷରର ମହିଳାମାନେ ପ୍ରେମରେ ଧୋକାବାଜ୍ ହୋଇଥାନ୍ତି ।
v ଅକ୍ଷରର ମହିଳା: ଏହି ଅକ୍ଷରର ମହିଳାମାନେ ସର୍ବଦା ନିଜର ସ୍ୱାଧୀନତାରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ପ୍ରତେକ କଥାରେ ନିଜର ମନମାନୀ ଦେଖାଇଥାନ୍ତି । ଜୀବନସାଥୀଙ୍କ ସହିତ ସବୁବେଳେ କଳିଝଗଡା କରିଥାନ୍ତି । ଏହି ସ୍ୱଭାବର ମହିଳା ଖୁବ୍ ଧୋକାବାଜ୍ ହୋଇଥାନ୍ତି ।
z ଅକ୍ଷରର ମହିଳା: ସବୁବେଳେ ଗମ୍ଭୀର ଚିନ୍ତା ଏବଂ ଅଲଗା ଦୁନିଆରେ ଡୁବି ରହିଥାନ୍ତି z ଅକ୍ଷରର ମହିଳାମାନେ, ଛୋଟ ଛୋଟ କଥାକୁ ନେଇ ଖୁବ୍ ଶୀଘ୍ର ଭାବୁକ ହୋଇଯାନ୍ତି । ଏମାନେ ଅନ୍ୟର ହୃଦୟକୁ ପଢି ପାରନ୍ତି ନାହିଁ । ସେଥିପାଇଁ ଏହି ସ୍ୱଭାବର ମହିଳାମାନଙ୍କ ପାଇଁ ପୁରୁଷମାନେ ଖୁବ୍ ହଇରାଣ ହୋଇଥାନ୍ତି ।