ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଝିଅମାନଙ୍କ ଜିନ୍ସର ପକେଟ ଏତେ ଛୋଟ ହୋଇଥାଏ ଯେ ଗୋଟିଏ ମୋବାଇଲ, ଅଧିକରୁ ଅଧିକ ଆଉ ଗୋଟିଏ ପେନ୍ ହିଁ ରଖିହୁଏ । ଯଦି ପୁଅମାନଙ୍କ କଥା ଦେଖାଯାଏ, ସେମାନଙ୍କ ଜିନ୍ସ ପକେଟ ଝିଅ ମାନଙ୍କ ଠାରୁ କାଫି ବଡ ହୋଇଥାଏ ।
ଲିଭାଇସ୍, ପେପେ, ଏଚ୍ଏନଏମ, ଲି ଭଳି ଜିନ୍ସ ବନାଉଥିବା ବଡବଡ ବ୍ରାଣ୍ଡ ଗୁଡିକଙ୍କ ମତରେ ଝିଅମାନେ ସେମାନଙ୍କ ଫିଗର ପାଇଁ ବହୁତ ସଚେତନ ଥାଆନ୍ତି । ବଡ ପକେଟ ଦ୍ୱାରା ଝିଅମାନଙ୍କ ଅଣ୍ଟା ବଡ ଦେଖାଯାଏ ଏବଂ ଝିଅମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଝିଅମାନେ କେବଳ ଏମିତି ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ଯୋଉଥିରେ ସେମାନେ ପତଳା ଓ ଭଲ ଦେଖାଯାଆନ୍ତି ।
କିନ୍ତୁ କିଛି ଝିଅ ଏଭଳି ଚିନ୍ତାଧାରାରୁ ବାହାରି ଝିଅ ମାନଙ୍କ ଜିନ୍ସରେ ପକେଟ ରହିବା ଆବଶ୍ୟକ ବୋଲି ମତ ଦେଉଛନ୍ତି । ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ମଧ୍ୟ #wewantpockets ଭଳି ହ୍ୟାସଟ୍ୟାଗ ବହୁ ମାତ୍ରାରେ ଦେଖିବାକୁ ମିଳୁଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024