ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନପୁସଂକତା ଏଭଳି ଏକ ରୋଗ ଯାହାଦ୍ୱାରା ମଣିଷ ଦୁର୍ବଳ ହୋଇଯାଏ । ଏହା ସହିତ ଶରୀର ଶୁକ୍ରାଣୁର ମାତ୍ରା ମଧ୍ୟ କମି ଯାଇଥାଏ । ଏହି ରୋଗର ବ୍ୟକ୍ତି କଦାପି ତାଙ୍କ ପତ୍ନୀଙ୍କୁ ସୁଖ ଦେଇପାରି ନଥାନ୍ତି ।
ନପୁସଂକତାର ମୁଖ୍ୟ କାରଣ:
ଯଦି ଯେଉଁ ବ୍ୟକ୍ତି କୌଣସି ଅସୁବିଧା କିମ୍ବା ଅତ୍ୟଧିକ ଚିନ୍ତାରେ ରହିଥାନ୍ତି ।ତେବେ ଜାଣିବେ ଯେ ତାଙ୍କୁ ଏହି ରୋଗ ହୋଇଛି । ଏହା ସହିତ ଏମାନଙ୍କ ଠାରେ ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ । ନଚେତ୍ ଯଦି କୌଣସି ବ୍ୟକ୍ତି ଅଧିକ ନିଶା ଦ୍ରବ୍ୟ କିମ୍ବା ଧୁମ୍ରପାନ କରନ୍ତି ତେବେ ସେମାନଙ୍କ ଠାରେ ନପୁସଂକତା ହେବାର ଆଶଙ୍କା ଅଧିକ ଥାଏ ।
ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଆପଣ ମୂଳାର ମଞ୍ଜି ଏବଂ ସିଝା ଅଣ୍ଡା ନିଅନ୍ତୁ । ଯଦି କୌଣସି ବ୍ୟକ୍ତି ଅଣ୍ଡା ଖାଉନଥିବେ ତାହାଲେ ଆପଣ ମିଶିର ମଧ୍ୟ ନେଇପାରିବେ । ତାପରେ ପାଖାପାଖି ୫ ଗ୍ରାମର ମଞ୍ଜିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ଏବଂ ସେହି ମଞ୍ଜି ଗୁଣ୍ଡ ସହିତ ଆପଣ ସକାଳ ଏବଂ ସଂନ୍ଧ୍ୟାରେ ସିଝା ଅଣ୍ଡା ଖାଆନ୍ତୁ ।ଏହାପରେ ଆପଣ ଗୋଟେ ଗ୍ଲାସ ଉଷୁମ ଖୀର ପିଅନ୍ତୁ । ଯଦି ନିୟମିତ ଏଭଳି ୧୫ଦିନ କରିବେ ତାହାଲେ ସମସ୍ତ ସମସ୍ୟା ଦୂର ହୋଇଯିବ ।
ଯଦି ଆପଣ ଏହାର ବ୍ୟବହାର ଲଗାତର ୩୦ ଦିନ ପର୍ଯ୍ୟନ୍ତ କରୁଛନ୍ତି । ତେବେ ଏହା ଆପଣଙ୍କ ପାଇଁ ଖୁବ୍ ଭଲ ହେବ । କାରଣ ଏହାଦ୍ୱାରା ଆପଣଙ୍କର ଯୌନ ସମ୍ବନ୍ଧୀୟ ଯେକୌଣସି ରୋଗ ମୂଳରୁ ଦୂର ହୋଇଯିବ ।