ନିଉ ଦିଲ୍ଲୀ ( ଏଟିଆର ବ୍ୟୁରୋ ) ; ମହିଳା ମାନଙ୍କୁ ଶାରିରୀକ ନର୍ଯାତନା ଦେବା ବିରୋଧରେ ସାରା ବିଶ୍ୱରେ ଚାଲିଥିବା ମିଁ-ଠୁ ଅଭିଯାନ ଏବେ ଭାରତରେ ଆରମ୍ଭ ହୋଇଛି । ଏହାକୁ ନେଇ ନିଜର ଆନ୍ତରିକ ଖୁସି ଜାହିର କରିଛନ୍ତି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ମେନକା ଗାନ୍ଧି ।
ମୁଁ ଆନ୍ତରିକ ଭାବେ ବହୁତ ଖୁସିଯେ ଭାରତରେ ଏହି ଅଭିଯାନ ଆରମ୍ଭ ହୋଇଛି ଏବଂ ଆଶା କରୁଛି ମହିଳା ମାନଙ୍କୁ ନିର୍ଯାତନା ଦେଉଥିବା ଲୋକମାନେ ଏହି ଅଭିଯାନ ରୁ କିଛି ଶିକ୍ଷା ପାଇବେ । ପ୍ରାୟ ସବୁ ବର୍ଗର ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ଅନୁରୋଧ କରିଛନ୍ତି ।
ଶ୍ରୀମତି ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ, ମହିଳା ମାନଙ୍କୁ ନର୍ଯାତନା ଦେବା ଘଟଣା ବୃଦ୍ଧି ପାଇବା କ୍ଷେତ୍ରରେ ମହିଳା ମାନେ ଅଧିକାଂଶରେ ଦାୟୀ କାରଣ ସେମାନେ ଏଭଳି ଘଟଣା ବିରୁଦ୍ଧରେ ମୁହଁ ଖୋଲୁ ନାହାନ୍ତି । ମହିଳା ମାନେ ମୁହଁ ନ ଖୋଲିବା ପର୍ଯ୍ୟନ୍ତ ଏଭଳି ଘଟଣା ଘଟି ଚାଲିଥିବ ବୋଲି ସେ କହିଛନ୍ତି ।
JUST IN
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024