ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁବକମାନେ ଯୁବତୀଙ୍କ ପ୍ରତି ଆକର୍ଷିତ ହେବା ଏକ ସାଧାରଣ କଥା । କିନ୍ତୁ ଆଜିକାଲି କିଛି ଓଲଟା ଦୃଶ୍ୟ ସାମ୍ନାକୁ ଆସୁଛି । ଆଜ୍ଞା ହଁ ଆଜିକାଲିର ଯୁବକମାନେ ଯୁବତୀଙ୍କୁ ଛାଡି ଏବେ ବିବାହିତା ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ମାତ୍ର ଆପଣମାନେ ଜାଣିଛନ୍ତି କି ଏହାର କାରଣ କ’ଣ ହୋଇପାରେ । ତେବେ ଆସନ୍ତୁ ଜାଣିବା..
ବିବାହିତା ମହିଳାମାନେ ଯୁବତୀଙ୍କ ଠାରୁ ଅଧିକ ବୁଝିଲା ସୁଝିଲା ହୋଇଥାନ୍ତି । ସେମାନେ କଠିନରୁ ଅତିକଠିନ ପରିସ୍ଥିତିରେ କିଭଳି ବଞ୍ଚି ହେବ ସେ ସବୁ କିଛି ସେମାନଙ୍କୁ ଖୁବ୍ ଭଲ ଭାବେ ଜଣା । ସେଥିପାଇଁ ଯୁବକଙ୍କୁ ଏଭଳି ମହିଳା ପସନ୍ଦ ଆସିଥାନ୍ତି ।
ଏହାସହିତ ବିବାହିତ ମହିଳାଙ୍କ ଶରୀରର ଗଠନ ଖୁବ୍ ସୁନ୍ଦର ହୋଇଥାଏ । ଏହି କାରଣରୁ ଯୁବକମାନେ ମହିଳାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।
ଯୁବତୀଙ୍କ ତୁଳନାରେ ବିବାହିତା ମହିଳାମାନଙ୍କର ନଖରା ବହୁତ କମ୍ ଥାଏ । ସେମାନେ ଯେକୌଣସି କଠିନ ପରିସ୍ଥିତିରେ ପୁରୁଷଙ୍କ ସାଥ୍ ଛାଡିନଥାନ୍ତି ।