ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ ଥାଏ ବିବାହ । ସେହି ବିବାହକୁ ନେଇ ଅନେକ ପ୍ରଶ୍ନ ମହିଳାମାନଙ୍କ ମନରେ ଆସିଥାଏ । ଏବଂ ମହିଳାମାନେ ତାଙ୍କ ପତୀଙ୍କ ଠାରୁ କିଛି ଆଶା ମଧ୍ୟ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ବିବାହ ପରେ ମହିଳାମାନେ ତାଙ୍କ ପତୀଙ୍କଠାରୁ କ’ଣ ଆଶା ରଖିଥାନ୍ତି ।
– ପ୍ରତ୍ୟେକ ମହିଳାଙ୍କ ଇଛା ଥାଏ କି ବିବାହ ପରେ ତାଙ୍କୁ ଯେପରି ସମସ୍ତ ସ୍ୱାଧୀନତା ମିଳୁ ।
– ମହିଳାମାନଙ୍କ ସହିତ ତାଙ୍କ ପତୀ ଯେପରି ଘରର ଅଧା ଦାୟିତ୍ୱ ନିଅନ୍ତୁ ।
– ମହିଳାମାନେ ବିଲକୁଲ୍ ବିବାହ ପରେ ତାଙ୍କ ସରନେମ ବଦଳେଇବାକୁ ଚାହାନ୍ତି ନାହିଁ । କାରଣ ସେମାନେ ତାଙ୍କ ନିଜସ୍ୱ ନାଁ ଅନୁସାରେ ଜୀବନ କାଟିବାକୁ ଚାହାନ୍ତି ।
– ପୁରୁଷମାନେ ଯେଭଳି ତାଙ୍କ ମା-ବାପାଙ୍କୁ ସମ୍ମାନ ଦିଅନ୍ତି । ଠିକ୍ ସେହିଭଳି ଶାଶୁ-ଶ୍ୱଶୁରଙ୍କୁ ସମ୍ମା ଦିଅନ୍ତୁ ବୋଲି ମହିଳାମାଙ୍କ ଇଛା ଥାଏ ।
– ମହିଳାମାନଙ୍କର ଇଛା ଥାଏ ଯେ ତାଙ୍କ ପତୀ ଯେପରି ତାଙ୍କୁ ସମସ୍ତ ସ୍ଥାନକୁ ବୁଲାଇବା ପାଇଁ ନିଅନ୍ତୁ ।
JUST IN
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 23 Mar 2024
-
ହୀରାକୁଦରେ ବ୍ୟାପୁଛି ଡାଇରିଆ | 23 Mar 2024
-
ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ, ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢେଇ | 23 Mar 2024
-
ଭୁଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର୍ ସ୍ୱାଗତ | 22 Mar 2024
-
ରାଜ୍ୟରେ ବଢିବ ତାତି | 22 Mar 2024
-
ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା | 14 Mar 2024
-
ରାଜ୍ୟରେ ନୂତନ ୨୨ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ | 13 Mar 2024
-
ରାଜ୍ୟରେ ଆଗକୁ ଆହୁରି ବଢିବ ତାତି | 12 Mar 2024
-
ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି | 12 Mar 2024
-
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା,ବୃଦ୍ଧି ହେଲା ଆଶାକର୍ମୀଙ୍କ ଦରମା | 07 Mar 2024
-
ଜାଣନ୍ତୁ କେତେ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର | 07 Mar 2024
-
ଆସନ୍ତାକାଲି ଜାଗର,ନିର୍ଦ୍ଧାରିତ ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ | 07 Mar 2024