ବିହାର (ଏଟିଆର ବ୍ୟୁରୋ) ; ଏନସିପିର ତୁଙ୍ଗ ନେତା ତାରିକ ଅନୱାର କଂଗ୍ରେସରେ ଯୋଗ ଦେଇଛନ୍ତି । ରାହୁଲଙ୍କ ଉପସ୍ଥିତିରେ ଶନିବାର ଦଳରେ ମିଶିଛନ୍ତି ଅନୱାର । ପୂର୍ବରୁ ବିହାରର କଟିଆରୁ ୫ ଥର ସାଂସଦ ହୋଇଥିଲେ । ଏନସିପି ମୁଖ୍ୟ ଶରତ ପାୱାରଙ୍କ ସହ ଏକ ବୟାନକୁ ନେଇ ବିବାଦ କାରଣରୁ ଏନସିପି ଛାଡିଛନ୍ତି ଅନୱାର । ତେବେ ଅନୱାରଙ୍କୁ ବିହାର ରାଜନୀତିର ବାଦଶାହା ଲାଲୁ ଯାଦବଙ୍କ ଆରଜେଡିର ସମର୍ଥନ ରହିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024