ଏଟିଆର ବ୍ୟୁରୋ: ଆଉ ମାତ୍ର ଗୋଟେ ଦିନ ପରେ ଆରମ୍ଭ ହୋଇଯିବ ମେ ମାସ । ଏହି ମାସରେ କେତେଦିନ ବ୍ୟାଙ୍କ ବନ୍ଦ ରହିବ ତାହା ଜାଣିବା ନିହାତି ଜରୁରୀ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମେ ମାସର ଛୁଟି ତାଲିକା ଘୋଷଣା କରାଯାଇଛି । ମେ ମାସରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୪ଟି ଛୁଟି ରହିଛି । ତେବେ ଆସନ୍ତୁ ଜାଣିବା କେଉଁଦିନ ବ୍ୟାଙ୍କ ବନ୍ଦ ।
ମେ ୧: ମହାରାଷ୍ଟ୍ର ଦିବସ ଉପଲକ୍ଷେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୌହାଟୀ, ହ୍ରାଇଦ୍ରାବାଦ, କୋଚି, କୋଲକାତା, ମୁମ୍ବାଇ ଏବଂ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ ।
ମେ ୫ : ରବିବାର
ମେ ୭ : ନିର୍ବାଚନ ପାଇଁ ଅହମଦାବାଦ, ଭୋପାଳ, ପାଣାଜୀ, ରାୟପୁରରେ ବ୍ୟାଙ୍କ ବନ୍ଦ ।
ମେ ୮: ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ
ମେ ୧୦: ଅକ୍ଷୟ ତୃତୀୟା
ମେ ୧୧ : ଦ୍ୱିତୀୟ ଶନିବାର
ମେ ୧୨ : ରବିବାର
ମେ ୧୩ : ଲୋକସଭା ନିର୍ବାଚନ
ମେ ୧୬ : ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ
ମେ ୧୯ : ରବିବାର
ମେ ୨୦ ଲୋକସଭା ନିର୍ବାଚନ
ମେ ୨୩ : ବୁଦ୍ଧ ପୂର୍ଣ୍ଣିମା
ମେ ୨୫ : ଶନିବାର
ମେ ୨୬ : ରବିବାର