ସିସିଡି ର ମାଲିକ ଭି.ଜି ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥ ସେମାବାର ରାତିରୁ ନିଖୋଜ ଅଛନ୍ତି । ସେ କର୍ଣ୍ଣାଟକର ମଙ୍ଗଲୁରୁ ସ୍ଥିତ ନେତ୍ରାବତୀ ନଦୀ ନିକଟରୁ ନିଖୋଜ ହୋଇଯାଇଥିବାର କୁହାଯାଉଛି । ତାଙ୍କୁ ଖୋଜିବା ପାଇଁ ପୋଲିସ ଏବଂ କୋଷ୍ଟଗାର୍ଡ ଟିମ୍ ଲାଗିପଡିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ୱାଇଁ ହେଉଛନ୍ତି ସିଦ୍ଧାର୍ଥ । ସିଦ୍ଧାର୍ଥ ନିଖୋଜ ଥିବା ଖବର ପ୍ରସାରିତ ହେବା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା, କଂଗ୍ରେସ … Continue reading ସିସିଡି ର ମାଲିକ ଭି.ଜି ସିଦ୍ଧାର୍ଥ ନିଖୋଜ