ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫ୍ଲିପକାର୍ଟ ଆରମ୍ଭ କରିଛି ତାର ବିଗ୍ ଦୀପାବଳୀ ସେଲ୍ । ଅକ୍ଟୋବର ୧୭ ରୁ ଆରମ୍ଭ ହୋଇଥିବା ଏହି ସେଲ ଅକ୍ଟୋବର ୨୩ ଯାଏଁ ଚାଲିବ । ଏହି ସେଲରେ ଇଲେକ୍ଟ୍ରନିକ୍ସ ପ୍ରଡକ୍ଟସ ଉପରେ ଟପ୍ ଡିଲ୍ସ ଅଫର କରାଯାଉଛି । ଏଥରକ ଫ୍ଲିପକାର୍ଟ ତାର ଅଲଗା ସେକ୍ସନ କରିଛି । ଯେଉଁଠାରୁ ଆପଣଙ୍କୁ କମ ଦାମରେ ନିୟମିତ ବ୍ୟବହାର୍ଯ୍ୟ ଜିନିଷ ଉପରେ ଅଫର ଦିଆଯାଇଛି ।
ଫ୍ଲିପକାର୍ଟର ଦୀପାବଳୀ ସେଲରେ ବେଷ୍ଟ ଅଫର୍ସ ଟିଭି ଉପରେ ଦିଆଯାଉଛି । ଏହାସହିତ ଏହି ସେକ୍ସନ ଟ୍ରେଣ୍ଡିଙ୍ଗରେ ରହିଛି । ।ସହିପରି ଏହି ସେଲରେ ଲୋକେ ଭ୍ୟାକ୍ୟୁମ କ୍ଲିନରକୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ।
ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଫ୍ଲିପକାର୍ଟ ଏଥରକ ଏହି ସେଲରେ ଫର୍ଣ୍ଣିଚର ମଧ୍ୟ ଉପଲବ୍ଧ କରାଇଛି । ଏହାବ୍ୟତିତ ସ୍ମାର୍ଟ ବୟ ପ୍ରଡକ୍ସ ମଧ୍ୟ ଏଥିରେ ସାମିଲ ଅଛି ।