ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ରିଅଲମି ତାର ନୂତନ ୬ ସିରିଜ୍ ର ଲାଟେଷ୍ଟ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ନୂତନ ସିରିଜ୍ ଅନୁଯାୟୀ କମ୍ପାନୀ ପକ୍ଷରୁ ରିଅଲମି ୬ ଏବଂ ରିଅଲମି ୬ ପ୍ରୋ ଲଞ୍ଚ କରାଯାଇଛି । ଏହି ଦୁଇଟି ସ୍ମାର୍ଟମଧ୍ୟରୁ ରିଅଲମି ୬ର ଦର ୧୨୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ରିଅଲମି ୬ ପ୍ରୋ ର ଦର ୧୬୯୯୯ ଟଙ୍କା ରହିଛି ।
ରିଅଲମି ୬ ପ୍ରୋ ର ବିକ୍ରି ପ୍ରଥମେ ମାର୍ଚ୍ଚ ୧୩ ରେ ଫ୍ଲିପକାର୍ଟ ଏବଂ ରିଅଲମି.କମ୍ ରେ ଆରମ୍ଭ ହେବ । ସେହିପରି ରିଅଲମି ୬ ର ବିକ୍ରି ୧୨ ମାର୍ଚ୍ଚ ହେବ ।
ରିଅଲମି ୬ ର ସ୍ପେସିଫିକେସନ:-
– ଡିସପ୍ଲେ- ୬.୫ ଇଞ୍ଚ
– ପ୍ରୋସେସର – ମେଡିଆ ଟେକ୍ ହେଲିଓ ଜି୯୦ଟି
– କ୍ୱାଡ ରିୟର କ୍ୟାମେରା ସେଟଅପ୍- ୬୪ଏମପି(ପ୍ରାଇମେରୀ ସେଂସର) +୮ଏମପି(ଅଲ୍ଟ୍ରା ୱାଇଡ୍ ଆଙ୍ଗେଲ)+୨ଏମପି(ପ୍ରୋଟ୍ରେଟ୍ ଲେନ୍ସ)+ ୨ଏମପି(ମାକ୍ରୋ ଲେନ୍ସ)
– ଫ୍ରଣ୍ଟ କ୍ୟାମେରା- ୧୬ ଏମପି
– ବ୍ୟାଟେରି- ୪,୩୦୦ଏମଏଏଚ୍
ରିଅଲମି ୬ ପ୍ରୋ ର ସ୍ପେିସିଫିକେସନ:-
– ଡିସପ୍ଲେ- ୯୦ ଏଚଜେଡ ଅଲ୍ଟ୍ରା ସ୍ମୁଥ୍,୬.୬ ଇଞ୍ଚଡୁଆଲ ପଞ୍ଚ ହୋଲ
– ପ୍ରୋସେସର- କ୍ୱାଲକମ୍ ସ୍ନାପଡ୍ରାଗନ ୭୨୦ ଜି
– ସ୍କ୍ରିନ୍ ପ୍ରୋଟେକ୍ସନ- କନିଙ୍ଗ ଗରିଲା ଗ୍ଲାସ ୫
– କ୍ୱାଡ ରିୟର କ୍ୟାମେରା ସେଟଅପ୍- ୬୪ ଏମପି(ପ୍ରାଇମେରୀ ସେଂସର)+୮ଏମପି(ଅଲ୍ଟ୍ରା-ୱାଇଡ ଆଙ୍ଗେଲ)+୧୨ ଏମପି(ଟେଲିଫଟୋ ଲେନ୍ସ)+ ମାକ୍ରୋ ଲେନ୍ସ
– ଫ୍ରଣ୍ଟ କ୍ୟାମେରା – ୧୬ଏମପି (ପ୍ରାଇମେରୀ ସେଂସର)+ ୮ଏମପି (ଅଲ୍ଟ୍ରା ୱାଇଡ୍ ଆଙ୍ଗେଲ)
– ବ୍ୟାଟେରୀ-୪୩୦୦ ଏମଏଏଚ