ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଅଲମି ତାର ନୂତନ ସ୍ମାର୍ଟଫୋନ ରିଅଲମି ଜିଟି ନିଓ ୫ ଲଞ୍ଚ କରିଛି । ଦୁଇଟି ଚାର୍ଜିଂ ଅପ୍ସନ ସହ ଫୋନ ଟି ଲଞ୍ଚ ହୋଇଛି । ଯେଉଁଥିରେ ୨୪୦ୱାଟ ଏବଂ ୧୫୦ୱାଟ ସାମିଲ ରହିଛି । ଦୀର୍ଘ ଦିନ ଧରି ଏହି ଫୋନର ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ ଏହା ବଜାରକୁ ଆସି ସାରିଛି ।
ଫିଚର୍ସ:
ଡିସପ୍ଲେ- ୬.୪ ଇଂଚର ଓଏଲଇଡି ସ୍କ୍ରିନ,୧୪୪ଏଚଜେଡ ରିଫ୍ରେସ ରେଟ ଏବଂ ୧.୫କେ ରେଜଲୁଶନ
ବ୍ରାଇଟନେସ୍- ୧୪୦୦ ନିଟ୍ସ ବ୍ରାଇଟନେସ
ପ୍ରୋସେସର- କ୍ୱାଲକମ ସ୍ନାପଡ୍ରାଗନ ୮ +ଜେନ ୧ ପ୍ରୋସେସର
ର୍ୟାମ ଏବଂ ଷ୍ଟୋରେଜ୍- ୧୬ଜିବି ଯାଏଁ ଏଲପିଡିଡିଆର୫ଏକ୍ସ ର୍ୟାମ ଏବଂ ୧ଜିବି ପର୍ଯ୍ୟନ୍ତ ୟୁଏଫଏସ ୩.୧ ଷ୍ଟୋରେଜ୍
କ୍ୟାମେରା- ଟ୍ରିପଲ ରିୟର କ୍ୟାମେରା, ୫୦ଏମପି ପ୍ରାଇମେରୀ,୮ଏମପି ଅଲ୍ଟ୍ରା ୱାଇଡ ଏବଂ ୨ଏମପି ମାକ୍ରୋ ସେଂସର ଏବଂ ୧୬ଏମପିର ଫ୍ରଣ୍ଟ କ୍ୟାମେରା ।
ଫୋନର ୧୫୦ୱା ବିଶିଷ୍ଟ ଭାରିଆଣ୍ଟ କୁ ୩ଟି ଷ୍ଟୋରେଜ ଅପ୍ସନ ସହ ଲଞ୍ଚ କରାଯାଇଛି । ଏହାର ବେସ୍ ମଡେଲ (୮ଜିବି ର୍ୟାମ+୨୫୬ଜିବି) ର ଦାମ୍ ପାଖାପାଖି ୩୦,୪୩୦ ଟଙ୍କା ହୋଇଥିବା ବେଳେ ୧୨ଜିବି ର୍ୟାମ+୨୫୬ଜିବି ଏବଂ୧୬ଜିବି ର୍ୟାମ+୨୫୬ଜିିବ ର ଦାମ ପାଖାପାଖି ୩୨,୮୭୦ ଏବଂ ୩୫,୩୦୦ ରହିଛି ।
ସେହିପରି ୨୪୦ୱାଟ ଭ୍ୟାରିଆଣ୍ଟକୁ ଦୁଇଟି ଷ୍ଟୋରେଜ୍ ଅପ୍ସନ ସହ ଲଞ୍ଚ କରାଯାଇଛି । ୧୬ଜିବି ର୍ୟାମ+୨୫୬ଜିବି ର ଦାମ୍ ୩୮,୯୬୬ ଟଙ୍କା ହୋଇଥିବା ବେଳେ ୧୬ଜିବି ର୍ୟାମ+୧ଟିବି ର ଦାମ୍ ୪୨,୬୦୦ ଟଙ୍କା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024