ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଡମୀ ୧୧ ପ୍ରାଇମ ୫ଜି ସ୍ମାର୍ଟଫୋନ ଭାରତରେ ସେପ୍ଟମ୍ବର ୬ ରେ ଲଞ୍ଚ କରାଯିବ ବୋଲି ନିକଟରେ ରେଡମୀ କମ୍ପାନୀ ଘୋଷଣା କରିଛି । ଏହାବ୍ୟତିତ ଆଉ ଏକ ସ୍ମାର୍ଟଫୋନ ଲଞ୍ଚ ହେବାର ଇଶାରା କରିଛି କମ୍ପାନୀ । ଯାହା ରେଡମୀ ଏ-ୱାନ ନାମରେ ଲଞ୍ଚ ହୋଇପାରେ । ଯାହା ଦୀପାବଳୀ ସମୟରେ ଲଞ୍ଚ ହୋଇପାରେ ।
ଋିପୋର୍ଟ ମୁତାବକ, ଏହି ଫୋନ ମିଡିଆଟେକ ହେଲିଓ ଏ୨୨ ପ୍ରୋସେସର ସହ ଲଞ୍ଚ ହେବ ।
ଟ୍ୱିଟର ଜରିଆରେ ରେଡମୀ ଇଣ୍ଡିଆ ସୂଚନା ଦେଇଛି କି, ଭାରତୀୟ ବଜାରରେ ଖୁବ୍ ଶୀଘ୍ର ନୂତନ ସ୍ମାର୍ଟଫୋନ ଲଞ୍ଚ ହେବ ।