ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବଢି ଚାଲିଛି ପନି ପରିବା ଦର । ବର୍ତ୍ତମାନ ସବୁଠି ମୁଣ୍ଡ ଛୁଇଁଲାଣି ପନି ପରିବା ରେଟ , ଏହା ଭିତରେ ପିଆଜ ଦର ଅଧିକ ହୋଇ ଥିବାରୁ ଏଣିକି ଦେଶ ବାହାରକୁ ଜିବନି ଆଉ ପିଆଜ । କରୋନା ମହାମାରୀ ସଂକଟ ମଧ୍ୟରେ ଦେଶରେ ବଢି ଚାଲିଛି ପିଆଜ ଦର । ତେଣୁ ଏହାକୁ ଆଖି ଆଗରେ କେନ୍ଦ୍ର କରକାର ଏପରି ନିଷ୍ପତି ନେଇଛନ୍ତି । ବାହାର ଦେଶକୁ ପିଆଜ ରପ୍ତାନୀ ବର୍ତ୍ତମାନ ହେବା ସମ୍ଭବ ନୁହେଁ । ଏଥି ପାଇଁ ବିଦେଶକୁ ପିଆଜ ରପ୍ତାନୀ ଉପରେ କଟକଣା ଜାରି ହୋଇଛି । ଆଉ ଅନ୍ୟ ଦେଶକୁ ବିକ୍ରି ହେବନି ପିଆଜ । ଏ ନେଇ ଡିରକ୍ଟେରେଟ ଜେନେରାଲ ଅଫ ଫରେନ ଟ୍ରେଡ ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ତେଣୁ ଏପରି କରିବା ଦ୍ୱାରା ଦେଳରେ ପିଆଜ ଦର ଆୟତ ହୋଇପାରେ ବୋଲେ ଜଣା ପଡିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024