ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନସଂଘର ସଂସ୍ଥାପକ ରାଜମାତା ବିଜୟାରଜେ ସିନ୍ଧିଆଙ୍କ ଜନ୍ମଶତାଦ୍ଧି ଉପଲକ୍ଷେ ଭାରତ ସରକାରଙ୍କ ପକ୍ଷରୁ ଏକ ଶହ ଟଙ୍କିଆ ସ୍ମାରକ କଏନ ଜାରି କରାଯିବ । ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଲୋକାର୍ପଣ କରିବେ । ଏନେଇ ପ୍ରଦେଶ ସରକାରର ମନ୍ତ୍ରୀ ୟଶୋଧରା ସିନ୍ଧିଆ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
अविस्मरणीय पल।।
जन्म शताब्दी जयंती वर्ष,
12 अक्टूबर को माननीय प्रधानमंत्री @narendramodi जी, राजमाता साब की जयंती पर उनकी स्मृति में 100 ₹ के सिक्के का virtual अनावरण करेंगे।।
आप सभी को इस महान और ऐतिहासिक पल का साक्षी बनना है।।🙏🏻@VasundharaBJP @BJP4India @BJP4MP pic.twitter.com/CyBnDI88uf— Yashodhara Raje Scindia (@yashodhararaje) October 10, 2020
୩୫ ଗ୍ରାମ ଓଜନ ବିଶ୍ୱଷ୍ଟ ହେବ ଏହି କଏନ । ଚାରୋଟି ଧାତୁରେ ନର୍ମିତ ଏହି କଏନରେ ୩୫ ପ୍ରତିଶତ ଚାନ୍ଦୀ, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ଦସ୍ତା ଏବଂ ୫ ପ୍ରତିଶତ ନିକେଲ ରହିବ ।