ଫେକ ମେସେଜକୁ ରୋକିବା ନେଇ ଖୁବ ଶୀଘ୍ର ପଦକ୍ଷେପ ନେଉଛି ହ୍ୱାଟ୍ସଆପ । ଜାରି ହେବ ଏକ ନୂଆ ଫିଚର । ଏହି ନୂଆ ଫିଚରର ଟେଷ୍ଟିଙ୍କ ଜାରି ରହିଥିବା ଜଣାପଡିିଛି । ଅଧିକ ମାତ୍ରାରେ ପଠାଯାଉଥିବା ମେସେଜକୁ ଆୟତ୍ତ କରିବାରେ ଏହି ଫିଚର ସାହାଯ୍ୟ କରିବ । ଏଥିପାଇଁ ନୂଆ ଅପ୍ସନ ମଧ୍ୟ ମିଳିବ । ଏହି ଫିଚର ଖାସ କରି ଭାରତୀୟ ମାନଙ୍କ ପାଇଁ କରାଯାଇଛି । କାହିଁକି ନା ଭାରତରେ ଅଧିକ ମାତ୍ରାରେ ଫେକ ନ୍ୟୁଜ ପ୍ରସାରିତ କରାଯାଉଛି ଏବଂ ଏହା ହ୍ୱାଟ୍ସଆପ ଗ୍ରୁପରେ ମଧ୍ୟ ବ୍ୟାପିବାରେ ଲାଗିଛି । କିଛି ଦିନ ପୂର୍ବରୁ କେବଳ ହ୍ୱାଟ୍ସଆପରେ ଆସିଥିବା ମେସେଜ ପାଇଁ ଅନେକ ହିଂସା କାଣ୍ଡ ଘଟିଥିବା ପୁଲିସ ରେକର୍ଡରୁ ଜଣାପଡିଛି । ଏକ ସର୍ଭେ ରିପୋର୍ଟ ଅନୁସାରେ, ଭାରତରେ ପ୍ରାୟ ୨୦୦ ମିଲିୟନରୁ ଅଧିକ ଲୋକ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି ।
ତେଣୁ ହ୍ୱାଟ୍ସଆପ କହିଛି ଯେ, ଥରକେ କେବଳ ପାଞ୍ଚଟି ମେସେଜ ଫରୱାର୍ଡ କରାଯାଇପାରିବ । ଭାରତରେ ଅଧିକ ଫଟୋ, ମେସେଜ ଓ ଭିଡିଓ ଫରୱାର୍ଡ କରାଯାଉଥିବାରୁ ହ୍ୱାଟ୍ସଆପ ଏପରି ପଦକ୍ଷେପ ନେଇଛି ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024
-
ରାଜ୍ୟକୁ ହିଟୱେଭ ୱାର୍ଣ୍ଣିଂ, ଆକାଶରୁ ବର୍ଷୁଛି ନିଆଁ | 17 Apr 2024
-
ପବିତ୍ର ରାମନବମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି | 17 Apr 2024
-
ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ,ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର | 16 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା | 16 Apr 2024
-
ଉପରମୁହାଁ ପାରଦ, କଲବଲ ରାଜ୍ୟବାସୀ | 16 Apr 2024