ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶ ଆଜି ଇଦ୍ ଉତ୍ସବ ପାଳନ କରୁଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅନେକ ନେତା ଦେଶବାସୀଙ୍କ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି ।
ଇଦ୍ ଉଲ ଫିତର ଅବସରରେ ମୋଦି ସମସ୍ତ ଦେଶବାସୀଙ୍କୁ ଇଦ୍ ର ଶୁଭକାମନା ଜଣାଇ ସମସ୍ତଙ୍କର ସୁସ୍ଥ ଜୀବନ ଏବଂ ସମୃଦ୍ଧି କାମନା କରିଛନ୍ତି ।
Eid Mubarak!
Greetings on Eid-ul-Fitr. May this special occasion further the spirit of compassion, brotherhood and harmony. May everyone be healthy and prosperous.
— Narendra Modi (@narendramodi) May 25, 2020
ସେହିପରି ରାଷ୍ଟ୍ରପତି ବି ଇଦ୍ ର ପୂର୍ବ ସନ୍ଧ୍ୟାରେ ତଥା ରବିବାର ଦିନ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି କି ଏହି ପର୍ବ ପ୍ରେମ, ଶାନ୍ତି, ଭାଇଚାରାର ପର୍ବ । ଏହି ଅବସରରେ ଆମକୁ ସମାଜର ସବୁଠାରୁ କମଯୋର ବର୍ଗ ର ଲୋକଙ୍କ ଦୁଃଖ ବାଣ୍ଟିବା ଏବଂ ତାଙ୍କ ସହିତ ଖୁସୀ ବାଣ୍ଟିବାର ପ୍ରେରଣା ମିଳିଥାଏ ।
ईद मुबारक!
यह त्योहार प्रेम, शांति और भाईचारे का प्रतीक है। ईद पर हमें समाज के जरूरतमंद लोगों का दर्द बांटने और उनके साथ ख़ुशियाँ साझा करने की प्रेरणा मिलती है।
आइए, इस मुबारक मौके पर हम ज़कात की भावना को मजबूत बनाएं और कोविड-19 की रोकथाम के लिए सोशल डिस्टेंसिंग का पालन करें।
— President of India (@rashtrapatibhvn) May 25, 2020
ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ଦେଶବାସୀଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି ।