ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଭାରତୀୟ ବାୟୁସେନାର ୮୭ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ଭାରତୀୟ ବାୟୁ ସେନା ବିଭିନ୍ନ ଲଢୁଆ ବିମାନରେ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି । ଆମକୁ ଶତୃପକ୍ଷ ଠାରୁ ସୁରକ୍ଷା ଯୋଗାଉ ଥିବା ବାୟୁସେନାର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁସେନାକୁ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।
On Air Force Day, we proudly honour our air warriors, veterans, and families of the Indian Air Force. They safeguard our skies with courage and commitment. India remains forever indebted to the brave men and women in blue for their selfless devotion and sacrifice #PresidentKovind
— President of India (@rashtrapatibhvn) October 8, 2019
ଅନ୍ୟପଟେ ଆଜି ସାରା ଦେଶ ବିଜୟା ଦଶମୀ ପାଳନ କରୁଥିବା ବେଳେ ବାୟୁସେନାର ପ୍ରତିଷ୍ଠା ଦିବସକୁ ନେଇ ଉତ୍ସାହ ଦ୍ୱିଗୁଣିତ ହୋଇଛି । ସେହିଭଳି ଆଜି ଫ୍ରାନସ ଭାରତକୁ ପ୍ରଥମ ଲଢୁଆ ବିମାନ ରାଫେଲ ପ୍ରଦାନ କରିବ । ଏନେଇ ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ରାଜନାଥ ସିଂ । ସେଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିବା ପରେ ରାଫେଲକୁ ଭାରତ ଆଣିବେ ରାଜନାଥ ।
Today, on Air Force Day, a proud nation expresses gratitude to our air warriors and their families. The Indian Air Force continues to serve India with utmost dedication and excellence. pic.twitter.com/iRJAIqft11
— Narendra Modi (@narendramodi) October 8, 2019
My tribute to our warriors in the sky on #AirForceDay. May they keep soaring high with glory and their valor shine brighter for the nation. pic.twitter.com/P2PbZFewlg
— Naveen Patnaik (@Naveen_Odisha) October 8, 2019