ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତକ୍ଷେପଣ ହୋଇଛି ଇସ୍ରୋର ସବୁଠୁ ଛୋଟ ରକେଟ୍ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଏସଏସଏଲଭି-ଡି୨ ର ଉତକ୍ଷେପଣ ହୋଇଛି । ସକାଳ ୯ଟା ୧୮ ରେ ଲଞ୍ଚିଂ ହୋଇଥିଲା ।
ଲଞ୍ଚ ଅନ୍ ଡିମାଣ୍ଡ ଆଧାରରେ ଏହା ପୃଥୀବୀର ୫୦୦ କି.ମି ଯାଏଁ ଘୁରୀ ସାଟେଲାଇଟକୁ ଅବସ୍ଥାପିତ କରିପାରିବ ।