ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ସବୁବେଳେ ନିଜର ବୀର ପୁତ୍ରଙ୍କୁ ନେଇ ଗର୍ବିତ । ମନୋରଞ୍ଜନ କ୍ଷେତ୍ରରୁ ଆରମ୍ଭ କରି ପ୍ରଶାସନିକ କ୍ଷେତ୍ର ପର୍ଯ୍ୟନ୍ତ ସବୁ ସ୍ଥାନରେ ନିଜ ଜନ୍ମ ଭୂମି ପାଇଁ ଗୌରବ ଆଣିଛନ୍ତି । ସେହିଭଳି ୫ ଜଣ ଓଡଆ ଜିଏକି ପ୍ରଶାସନିକ ପଦବୀରେ ଅବସ୍ଥାପିତ କରି ସାରା ଭାରତ ବର୍ଷରେ ପରିଚିତ ।
ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟଠାରୁ ଆରମ୍ଭ କରି ଆରବିଆଇ ଓ ଏନସିଇଆରଟି ପର୍ୟ୍ୟନ୍ତ ଓଡିଆ ଅଧିକାରୀମାନେ ବର୍ତ୍ତମାନ ଅନେକ ସମ୍ମାନଜନକ ଏବଂ ଉଚ୍ଚ ଦାୟିତ୍ୱବାନ ପଦବୀକୁ ଯାଉଛନ୍ତି ଯାହା ଭାରତର ଭାଗ୍ୟ ନିର୍ଣ୍ଣୟ କରେ ।
ସେମାନଙ୍କ ମଧ୍ୟରେ ଗୁଜୁରାଟ କ୍ୟାଡରର ୧୯୭୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପି.କେ ମିଶ୍ର ଅଛନ୍ତି, ଯିଏ ବର୍ତ୍ତମାନ ସେପ୍ଟେମ୍ବର ୨୦୧୯ ଠାରୁ ପିଏମଓ ରେ ମୁଖ୍ୟ ଶାସନ ସଚିବ ଭାବରେ କାର୍ୟ୍ୟ କରୁଛନ୍ତି।ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଭାରତର କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିିଏଜି)ଭାବରେ ନିଯୁକ୍ତି ହୋଇ ଦେଶର ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଶକ୍ତି ଦାସ ଡିସେମ୍ବର ୨୦୧୮ ଠାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବରେ କାର୍ୟ୍ୟ କରୁଛନ୍ତି। ତାମିଲନାଡୁ କ୍ୟାଡରର ୧୯୭୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଦାସଙ୍କୁ ୨୦୧୪ରେ କେନ୍ଦ୍ରରେ ଅବସ୍ଥାପିତ କରାଯାଇଥିଲା।
ବାସ୍ତବରେ, ଆରବିଆଇର ଶୀର୍ଷ ପୋଷ୍ଟଗୁଡିକରେ ଆଉ ଦୁଇଜଣ ଓଡିଆ ଅଛନ୍ତି । ମାଇକେଲ୍ ଦେବବ୍ରତ ପାତ୍ର ଏବଂ ବିବୁ ପ୍ରସାଦ କାନୁନଗୋ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ନର ଅଟନ୍ତି।
ଆରବିଆଇର ଚାରିଜଣ ଡେପୁଟି ଗଭର୍ନର ଅଛନ୍ତି। ଅନ୍ୟ ଜଣେ ଓଡିଆ ଡାକ୍ତର ହୃଷିକେଶ ସେନାପତି ୨୦୧୫ଠାରୁ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିିଇଆରଟି) ନିର୍ଦ୍ଦେଶକ ଭାବରେ କାର୍ୟ୍ୟ କରୁଛନ୍ତି।
ସେହିଭଳି ଶ୍ରୀ ମନ୍ଦିରଜୟ ମହାପାତ୍ର ହେଉଛନ୍ତି ଭାରତ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ। ଫନି, ଫାଇଲିନ୍, ମ୍ଫାନ୍ ଏବଂ ନିସର୍ଗ ପରି ଅନେକ ସାଇକ୍ଲୋନ୍ରର ସଠିକ୍ ପୂର୍ବାନୁମାନ କରିପାରିବାରୁ ତାଙ୍କୁ ‘ସାଇକ୍ଲୋନ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ଆଖ୍ୟା ଦିଆଯାଇଛି ପ୍ରାକୃତିକ ବିପର୍ୟ୍ୟୟରେ ଲୋକମାନଙ୍କୁ ସହାୟତା କରୁଥିବା ଅନ୍ୟ ଏକ ଓଡିଆ ସତ୍ୟନାରାୟଣ ପ୍ରଧାନ, ଯିଏ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ରିଲିଫ ଏବଂ ଉଦ୍ଧାର କାର୍ୟ୍ୟରେ କାର୍ୟ୍ୟ କରୁଥିବା ଦେଶର ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024