ଗୋଆ ( ଏଟିଆର ବ୍ୟୁରୋ) ; ବେରୋଜଗାର ସମସ୍ୟାକୁ ନେଇ ଗୋଆର ବିଜେପି ଏମଏଲଏ ତଥା ଉପବାଚସ୍ପତି ମାଇକେଲ ଲୋବୋ ରାଜ୍ୟ ସରକାରଙ୍କ ଊପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅହେତୁକ ବେରୋଜଗାର ସମସ୍ୟା କାରଣରୁ ବହୁତ କୁଶଳୀ ଯୁବକ ରାଜ୍ୟଛାଡି ବାହାରକୁ ଚାଲି ଯାଉଛନ୍ତି ନଚେତ୍ ବେଆଇନ କାର୍ଯ୍ୟ କରି ନିଜ ପେଟ ପୋଷୁଛନ୍ତି ।
ଏହା ନିଃସନ୍ଦେହଯେ ଆପଣଙ୍କ ନେତୃତ୍ୱରେ ଗୋଆ ବିଗତ କିଛିବର୍ଷ ମଧ୍ୟରେ ପ୍ରାୟ ସମସ୍ତ କ୍ଷେତ୍ରରେ ଆଖି ଦୃଶିଆ ଉନ୍ନତି କରିଛି କିନ୍ତୁ ରୋଜଗାରର ନୁତନ ପନ୍ଥା ବାହାର କରିବାରେ ସଂପୁର୍ଣ୍ଣ ବିଫଳ ହୋଇଛି । ଯାହାର ନିଚ୍ଛକ ଚିତ୍ର ଏ ରାଜ୍ୟର ହଜାର ହଜାର ବେକାର ଯୁବକଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ୁଛି । ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଲେଖିଥିବା ଏକ ଚିଠିରେ ଲୋବୋ ଉଲ୍ଲେଖ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024