ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠିରୁ ଆଜି ନାମାଙ୍କନ ଭରିବେ । ଆଜି ରାହୁଳଙ୍କ ଏହି ନାମାଙ୍କନ ସମୟରେ ରାହୁଳଙ୍କ ସହିତ ତାଙ୍କ ଭଉଣୀ ପ୍ରିୟଙ୍କା ଓ ମା ସୋନିଆ ଉପସ୍ଥିତ ରହିବେ । ଏହି ଅବସରରେ ରାହୁଳ ମୁସି ଗୁଞ୍ଜରୁ ଗୌାରୀ ଗଞ୍ଜ ପର୍ଯ୍ୟନ୍ତ ରୋଡ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ ଗତ ୧୫ ବର୍ଷ ହେଲା ଆମେଠିରୁ ରାହୁଲ ନିର୍ବାଚନ ଲଢୁଛନ୍ତି ।
ହେସଠାରେ ତାଙ୍କ ବିପକ୍ଷରେ । ସଠାରେ ବିଜେପି ପକ୍ଷରୁ ସ୍ମୃତି ଇରାନୀ ସେଠାରେ ନିର୍ବାଚନ ଲଢନ୍ତି । ୨୦୧୪ରେ ସେଠାରେ ରାହୁଳଙ୍କ ଠାରୁ ସ୍ମୃତି ପରାସ୍ତ ହୋଇଥିଲେ । ଏଠାରେ ରାହୁଳ ୪ ଥର ସାଂସସଦ ରହିଥିଲେ । ୨୦୦୪ ରେ ରାହୁଳ ପ୍ରଥମ ଥର ଏଠାରେ ବିଜୟ ହୋଇଥିଲେ । ରାହୁଳ ଏଥର କେରଳର ୱାୟନଡ଼ାରୁ ମଧ୍ୟ ଚଳିତ ଥର ନିର୍ବାଚନ ଲଢୁଛନ୍ତି । ଏଥର ରାହୁଳ ଦୁଇଟି ଆସନରୁ ନିର୍ବାଚନ ଳଢୁଛନ୍ତି ।
ୱାୟନଡ଼ା ନାମାଙ୍କନ ଭରିବା ପ୍ରସଙ୍ଗରେ ଦଳ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଭାରତର ତିନି ରାଜ୍ୟ ସହିତ ୱାୟନଡ଼ାର ସଂପର୍କ ରହଛି । କେରଳ, ତାମିଲନାଡୁ, କର୍ଣ୍ଣାଟକର ମଧ୍ୟଭାଗ ହୋଇଥିବାରୁ ରାହୁଳ ସେଠାରୁ ଲଢି ତିନି ରାଜ୍ୟକୁ ପ୍ରତିନିଧିତ୍ୱ କରିପାରିବେ । ସେହିଭଳି ଆମେଠି କଂଗ୍ରେସର ପରମ୍ପରାଗତ ଆସନ ସେଠାରୁ ରାଜୀବ ଗାନ୍ଧୀ ମଧ୍ୟ ଚାରିଥର ସାଂସଦ ହୋଇଥିଲେ । ସେହିପରି ରାହୁଳ ମଧ୍ୟ ସେଠାରୁ ୩ ଥର ସାଂସଦ ହୋଇଛନ୍ତି । ଚଳିତ ଥର ଆମେଠିରେ ତାଙ୍କ ବରୁଦ୍ଧରେ ଅଛନ୍ତି ରାହୁଳଙ୍କ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ସ୍ମୃତି ଇର