ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଓ ସିନେମାର ନୂତନ ବ୍ରାଣ୍ଡ ଆମ୍ବାସାଡାର ହେଲେ ରୋହିତ ଶର୍ମା । କମ୍ପାନୀ ଭାରତୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୋହିତ ଶର୍ମାଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସାଡାର ଭାବେ ଚୟନ କରିଛି । ଏନେଇ କମ୍ପାନୀ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛି ।
ପୂର୍ବରୁ ଆଇପିଏଲ ର ଟିଭି ପ୍ରସାରଣ ପାଇଁ ରୋହିତ ଶର୍ମାଙ୍କୁ ଷ୍ଟାର ସ୍ପେର୍ଟ୍ସ ସାଇନ କରିଥିଲା । ଜିଓ ସିନେମା ମୁତାବକ ରୋହିତ ଶର୍ମା ଏବେ ଜିଓ ସିନେମାର ବ୍ରାଣ୍ଡ ଆମ୍ବାସାଡାର ଭାବେ ଡିଜିଟାଲ ଷ୍ଟ୍ରିମିଙ୍ଗ ଆପ୍ କୁ ଆସିଛନ୍ତି ।