ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଜୈନ ମୁନି ତରୁଣ ସାଗରଙ୍କ ପରଲୋକ । ଦିଲ୍ଲୀ ସ୍ଥିତ ଶାହଦରା କୃଷ୍ଣନଗରରେ ଆଜି ତାଙ୍କର ମୃତ୍ୟୂ ହୋଇଥିବା ଜଣା ପଡିଛି । ଦୀର୍ଘ ଦିନ ହେବ ସେ ଜଣ୍ଡିସ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି । ତାଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତୀ କରାଯାଇଥିଲେ ହେଁ ତାଙ୍କ ଦେହରେ କୌଣସି ଓøଷଧ କାମ କରିନଥିବା ଜଣାପଡିଛି । ଯାହା ଫଳରେ ଆଜି ଭୋର ୩ ଟା ୧୮ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିବା ଜଣାପଡିଛି । ଆଜି ଅପରାହ୍ନ ୩ଟା ବେଳେ ମେରଠ ହାଇୱେ ସ୍ଥିତ ତରୁଣସାଗରମ୍ ତୀର୍ଥରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ତାଙ୍କ ଶେଷ ଯାତ୍ରା ଦିଲ୍ଲୀର ରାଧେପୁରରୁ ଆରମ୍ଭ ହୋଇ ୨୮ କିଲୋମିଟର ଦୂର ତରୁଣସାଗରମ୍ରେ ପହଞ୍ଚିବ।
ସେ ଜଣ୍ଡିସ ରୋଗରେ ପୀଡିତ ହୋଇଥିଲେ ହେଁ ଡାକ୍ତରଖାନା ଯିବାକୁ ଚହିଁନଥିଲେ ବରଂ କୃଷ୍ଣ ନଗରରେ ଥିବା ରାଧାପୁରୀ ଜୈନ ମନ୍ଦିରକୁ ଯିବାକୁ ଚାର୍ହୁଥିଲେ । ତାଙ୍କ ପ୍ରବଚନ ଶୌଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥିଲେ । ସେ ଦେଶର ବହୁ ରାଜ୍ୟର ବିଧାନସଭାରେ ନିଜ ପ୍ରବଚନ ଦେଇଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024