ଗୁଜୁରାଟ ( ଏଟିଆର ବ୍ୟୁରୋ ) ; ୧୧ ଦିନରେ ୧୧ ଟି ସିଂହଙ୍କ ମୃତଦେହ ଉଦ୍ଧାର । ଗୁଜୁରାଟର ଗିର ଜାତୀୟ ଉଦ୍ୟାନରୁ ଉଦ୍ଧାର ହୋଇଛି ୧୧ଟି ଏସିଆଟିକ ସିଂହଙ୍କ ମୃତଦେହ । ଫୁସଫୁସରେ ସଂକ୍ରମଣ ଓ ନିଜ ନିଜ ମଧ୍ୟରେ ଲଢେଇ ଲାଗି ସିଂହ ମାନଙ୍କ ମୃତ୍ୟୁ ହୋଇଥିବା ବିଭାଗୀୟ ସରକାରୀ ଅଧିକାରୀ ମାନେ କହିଛନ୍ତି । ସେପଟେ ମୃତ୍ୟୁବରଣ କରିଥିବା ସିଂହ ମାନଙ୍କ ମଧ୍ୟରେ ୩ ଜଣ ବୟଷ୍କ ମହିଳା ସିଂହ ଥିବା ବେଳେ ୨ ଜଣ ପୁରୁଷ ସିଂହ ଓ ୬ ଟି ଛୁଆ ସିଂହ ଥିବା ଜଣା ପଡିଛି ।
ସୂଚନାଯୋଗ୍ୟ , ଭାରତରେ ଏସିଆଟିକ ସିଂହ ମାନଙ୍କ ସଂଖ୍ୟା ବହୁତ କମ । ଏପରି ସ୍ଥିତିରେ ଦିନକୁ ଦିନ ସିଂହମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି । ତେବେ ୨୦୧୫ ମସିହାର ଗଣନା ଅନୁସାରେ ଭାରତର ଅନେକ ସ୍ଥାନରେ ଏସିଆଟିକ ସିଂହ ମାନଙ୍କ ସଂଖ୍ୟା ୫୨୩ ଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଧିରେ ଧିରେ ହେବାରେ ଲାଗିଛି । ଅନ୍ୟପଟେ ଗୁଜୁରାଟରେ ସିଂହ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024