ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଡେରିରେ ହେଉ ପଛେ ଶେଷରେ କୋରିୟର ସଂସ୍ଥାକୁ ସବକ ଶିଖାବ କ୍ରାଇମବ୍ରାଞ୍ଚ । ଜାରି କରିବ ସର୍ତକ ସୂଚନା । ଏଣିକି ତିଆରି କରାଯାଉଛି ଗାଇଡ ଲାଇନ। ଏହା ମାନିବାକୁ ବାଧ୍ୟତାମୂଳକ । ଟିକେ ଏପଟ ସେପଟ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ଏନେଇ ରୋକଠୋକ ଚେତବାନୀ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ । ପାଟଣାଗଡ଼ ପାର୍ସଲ ବୋମା ଘଟଣା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନାଅନୁସାରେ:
୧-: କୋରିୟର ସଂସ୍ଥାରେ ସିସିଟିଭି ଲାଗିବା ବାଧ୍ୟତାମୂଳକ
୨-: ଲାଗିବ ମେଟାଲ ଡିଟେକ୍ଟର
୩-: ପାର୍ସଲ ପ୍ୟାକ ହେବା ପୂର୍ବରୁ ସମ୍ପୃକ୍ତ କୋରିୟର ସଂସ୍ଥା ତାହାର ଯାଁଚ କରିବ
୪-: ପ୍ରେରକର ପରିଚୟ ପତ୍ର ରହିବ
୫: ଡେଲିଭରି ପୂର୍ବରୁ ମଧ୍ୟ ପ୍ୟାକେଟକୁ ଯାଞ୍ଚ କରିବା ବାଧ୍ୟତାମୂଳକ ବୋଲି କ୍ରାଇମବ୍ରାଞ୍ଚ ଜଣାଇଛି ।
Debabrata rout
This good step CBI thanks
Gopabandhu sahu
It’s good attempt
AMIYA KUMAR DAS
Hence forth in social gatherings like marriage reception,birth day etc.no packaged gifts should either be presented or received. Even don’t buy anything from online shopping agencies like Flipcarts, Amazon etc.Even if you buy,first open it carefully in presence of the delivery boy positively.