ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଶା ଆସିବେ ରାହୁଲ ଗାନ୍ଧି । ଓଡିଶା ଆସି ଦଳୀୟ କର୍ମୀ ମାନଙ୍କୁ ସାମ୍ବୋଧନ କରିବେ ରାହୁଲ । ଖାଲି ସେତିକି ନୁହେଁ ଚାରି ଚାରିଟି ସଭାରେ ମଧ୍ୟ ଯୋଗଦେବେ ରାହୁଲ । ଏପରି ସୁଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । ଏହାସହ ପ୍ରତି ମାସରେ ଗୋଟିଏ ଥର ଓଡିଶା ଗ୍ରସ୍ଥରେ ରାହୁଲ ଗାନ୍ଧୀ ଆସିବେ ବୋଲି କହିଛନ୍ତି ଜିତେନ୍ଦ୍ର ସିଂ । ଆଗକୁ ନିର୍ବାଚନ ଆସୁଥିବାରୁ କଂଗ୍ରେସ ଏବେ ନିଜ ଅଣ୍ଟା ଭିଡିଛି । ତେବେ ପିସିସି କମିଟି ଗଠନରେ ବିଳମ୍ବ ଯୋଗୁ ରାହୁଲ ଗାନ୍ଧି ଓଡିଶା ଗ୍ରସ୍ଥ ରେ ବିଳମ୍ବ ହୋଇଛି ବୋଲି ଜଣା ପଡିଛି । ସେପଟେ ଆଗାମି ଦିନରେ କଂଗ୍ରେସ ତାର ସ୍ଥିତି ଦୃଢ କରି ଆଗକୁ ଅନେକ ଆନ୍ଦୋଳନ କରିବା ସହ ଓଡିଶା ବନ୍ଦ ର ମଧ୍ୟ ଡାକରା ଦେବ ବୋଲି ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ଭକ୍ତ ଚରଣ ଦାସ ସୁଚନା ଦେଇଛନ୍ତି । ତେବେ ପୁର୍ବରୁ ରାହୁଲ ଗାନ୍ଧୀ ଓଡିଶା ଆସିବା ନେଇ ପ୍ରଚାର ହୋଇଥିଲେ ମଧ୍ୟ ସେ ଆସିପାରିନଥିଲେ । କିନ୍ତୁ ଏଥର ରାହୁଲ ଗାନ୍ଧି ଓଡିଶା ଅସିବା ନେଇ ଦୃଢ ଯୁକ୍ତି ବାଢିଛନ୍ତି କଂଗ୍ରେସ ନେତା ।
JUST IN
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 21 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 21 Apr 2024