ଭୁୁବନେଶ୍ୱର,୧୮ା୨/(ବ୍ୟୁରୋ): ପାଣ୍ଡିଆନଙ୍କ ଘରେ ଭଙ୍ଗାରୁଜା ଓ ଗୋବର ମାଡ଼ ଘଟଣାରେ ଏବେ ବି ଖୋଳତାଡ ଚଳାଇଛି ପୁଲିସ । କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ସବୁର ଟିକିନିଖି ସୂଚନା ଖୋଜୁଛି ।
ଖାସ ଏଥିପାଇଁ ଏହି ଘଟଣାରେ ଗିରଫ ହୋଇଥିବା ଲୁଲୁ ବଡ଼ଜେନାକୁ ଗୋଟିଏ ଦିନ ଲାଗି ରିମାଣ୍ଡରେ ଅଣାଯାଇଛି । ଆଶା ରହିଛି ଲୁଲୁଙ୍କଠୁ ଆଉ କିଛି ଅଧିକ ସୂଚନା ମିଳିବ । ଘଟଣାରେ ଆଉ କେଉଁମାନେ ଜଡିତ ଅଛନ୍ତି ତାହା ଜଣାପଡିବ ।
Durga Mahala
Good work