ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ତାରିଖ ୨/୧୦/୧୮ । କେସ ନମ୍ବର ୮୯ । ମହିଳା ଥାନାରେ ରୁଜୁ ହୋଇଥିବା ଏହି କେସକୁ ନେଇ ଏବେ ସବୁଠି ହଇଚଇ । ହରଡ ଘଣାରେ ପଡିଛି ଗଣମାଧ୍ୟମର ସବୁଠୁ ଲୋକପ୍ରୀୟ ଚ୍ୟାନେଲ କହୁଥିବା ଏମବିସି ଟିଭି । ଆମେ ଏଥିପାଇଁ ଏକଥା କହୁଛୁ କାରଣ ନ୍ୟୁଜ ରୁମ ଭିତରେ ଜଣେ ମହିଳା କର୍ମଚାରୀଙ୍କୁ ଖୋଦ ସଂସ୍ଥାର ୬ଜଣ ମୁଣ୍ଡି ଅସଦାଚରଣ କରିଥିବା ଭଳି ସଂଗିନ ଅଭିଯୋଗ ଉଠିଛି । ଯାହାର ଲେଖାଯୋଖା ଏକ୍ସକ୍ଲ୍ୟୁସିଭ ପ୍ରମାଣ ଲାଗିଛି ଏଟିଆର ନ୍ୟୁଜ ହାତରେ । ପୂରା ଘଟଣା ଜାଣିବାକୁ ଦେଖନ୍ତୁ ଏହି ଭିଡିଓ ….