ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଭାରତ ପାଇଁ ହ୍ୟୁମାନ୍ ରୋଭର ଚ୍ୟାଲେଂଜରେ ଯୋଗ ଦେବେ ଓଡ଼ିଶାର ଏକ ଟିମ୍ । ପ୍ରଥମ ଥର ପାଇଁ ସ୍କୁଲ ପିଲାଙ୍କୁ ନେଇ ଏକ ଟିମ ବଛାଯାଇଛି ।୮ଶହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଓଡ଼ିଶାର ୧୦ ଜଣ ପିଲାଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ଛାତ୍ରଛାତ୍ରୀମାନେ ଏଭଳି ଏକ ହ୍ୟୁମାନ ରୋଭର ତିଆର କରିବେ ଯାହା ମଙ୍ଗଳ ପୃଷ୍ଠରେ ଚାଲିପାରିବ ।ସ୍କୁଲ ପିଲାଙ୍କ ସମେତ ଆଇଆଇଟି ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେବେ ।ଏ ନେଇ ଛାତ୍ରଛାତ୍ରୀମାନଙ୍କ ରେ ବେଶ ଉତ୍ସାହ ଦେଖାଦେଇଛି । ଏପ୍ରିଲ ମାସରେ ଏହି ପ୍ରତିଯୋଗିତା ହେବ । ରୋଭର ପ୍ରସ୍ତୁତି ୪ ରୁ ୫ ମାସ ମଧ୍ୟରେ ଶେଷ କରିବେ ବୋଲି ଛାତ୍ରଛାତ୍ରୀମାନ ଲକ୍ଷ୍ୟ ରଖିଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରୁ ଅନେକ ଟିମ ଆସି ଏହି ପ୍ରତିଯୋଗିତା କରିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024