ଭୁବନେଶ୍ୱର(ଏଟିଆର ବ୍ୟୁରେ): ଆଜି ପୁଣି ରାଜ୍ୟରେ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଥିବା ବେଳେ କଟକ ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ଗଜପତି ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କଳାହାଣ୍ଡି, ରାୟଗଡା, ମୟୁରଭଞ୍ଜ, ନୟାଗଡରୁ ୪ ଜଣ ଜଣ ଲେଖାଏଁ , ବରଗଡ ଜିଲ୍ଲାରୁ ୨ ଜଣ, ଭଦ୍ରକ, ଝାରସୁଗୁଡା ବଲାଙ୍ଗୀର, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 9th JUNE
New Positive Cases: 110
In quarantine: 97
Local contacts: 13(Details of local contacts will be shared by concerned Dist. Administration)
District Wise Cases
1. Jagatsinghpur: 33
2. Raygada: 4
3. Cuttack: 20
4. Jharsuguda: 1
5. Khordha: 14— I & PR Department, Odisha (@IPR_Odisha) June 10, 2020
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ବାସିନ୍ଦା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
6. Nayagarh: 4
7. Bargarh: 2
8. Bhadrak: 1
9. Kalahandi: 4
10. Gajapati: 11
11. Puri: 7
12. Bolangir: 1
13. Kendrapada: 1
14. Mayurbhanj: 4
15. Koraput: 1
16. Keonjhar: 1
17. Boudh: 1New recoveries: 140
Cumulative tested: 185410
Positive: 3250
Recovered: 2133
Active cases: 1106— I & PR Department, Odisha (@IPR_Odisha) June 10, 2020