ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆଜି ୨୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୬ ହଜାର ୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
#Odisha records another high recovery of 290 #COVID19 patients in a day!
It is the ceaseless efforts of our #CovidWarriors which has made this possible.
The total recovered cases of Odisha now stand at 6224.
99 from Ganjam
56 from Gajapati
33 from Jharsuguda
(1/2)— H & FW Dept Odisha (@HFWOdisha) July 5, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୯୯ ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ଗଜପତିରୁ ୫୬, ଝାଡସୁଗୁଡାରୁ ୩୩, କଟକ ଓ ନବରଙ୍ଗପୁରରୁ ୧୬ ଜଣ ଲେଖାଏଁ, ବାଲେଶ୍ୱରରୁ ୧୫ ଜଣ, ସମ୍ବଲପୁରରୁ ୧୧ ଜଣ, ଖୋର୍ଦ୍ଧାରୁ ୧୦ ଜଣ, ମୟୂରଭଞ୍ଜରୁ ୮, କେନ୍ଦୁଝର ଓ ପୁରୀରୁ ୬ ଜଣ ଲୋଖାଏଁ, ଜଗତସିଂହପୁରରୁ ୫ , ନୟାଗଡରୁ ୩, ଭଦ୍ରକ ଓ କୋରାପୁଟରୁ ୨ ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
16 from Cuttack
16 from Nabarangpur
15 from Balasore
11 from Sambalpur
10 from Khurdha
8 from Mayurbhanj
6 from Keonjhar
6 from Puri
5 from Jagatsinghpur
3 from Nayagarh
2 each from Baragarh and Koraput
1 each from Jajpur and Sundergarh
(2/2)— H & FW Dept Odisha (@HFWOdisha) July 5, 2020
ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯ ହଜାର ୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।