ଓଡିଶାର ତିନି ଜିଲ୍ଲାକୁ 60 ଘଂଟା ପାଇଁ ସଟ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାତି 10ଟାରୁ ଲାଗୁ କରାଯିବ । ଏହି 3ଟି ଜିଲ୍ଲା ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ବର ।
ଏହି ଅବସରରେ କୌଣସି ଗାଡି ଗଡିବ ନାହିଁ । ଦୋକାନ ବଜାର ବି ସଂପୂର୍ଣ୍ଣ ବନ୍ଦ । ଏହି 3ଟି ଜିଲ୍ଲାରୁ ଲଗାତାର ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ, ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।