ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରୁ ଆଜି ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ହଜାର ୨୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 168 #COVID19 patients have recovered and are being discharged on 25.6.2020.
39 from Ganjam
23 from Khurdha
23 from Gajapati
19 from Puri
13 from Baragarh
8 from Sundergarh
7 from Balasore
5 each from Bhadrak & Rayagada
(1/2)— H & FW Dept Odisha (@HFWOdisha) June 25, 2020
ଆଜି ସୁସ୍ଥ ହୋରଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ଗଞ୍ଜାମରୁ ୩୯, ଖୋର୍ଦ୍ଧାରୁ ୨୩, ଗଜପତିରୁ ୨୩, ପୁରୀରୁ ୧୯, ବରଗଡରୁ ୧୩, ସୁନ୍ଦରଗଡରୁ ୮, ବାଲେଶ୍ୱରରୁ ୭, ଭଦ୍ରକ ଓ ରାୟଗଡାରୁ ୫ ଜଣ ଲେଖାଏଁ, ମାଲାଗାନାଗିରି, କେନ୍ଦୁଝର, ଜଗତସିଂହପୁ ଓ ସୋନପୁରରୁ ୪ ଜଣ ଲେଖାଏଁ, ଅନୁଗୁଳରୁ ୩, ଢେଙ୍କାନାଳରୁ ୨ ଓ ଝାଡସୁଗୁଡାରୁ ଜଣେ ସୁସ୍ଥ ହୋଇଛନ୍ତି । ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ହଜାର ୯୬୨ ଜଣ ସୁସ୍ଥ ହୋଇଛନ୍ତି ।
4 each from Malkangiri, Kendrapara, Keonjhar, Jagatsinghpur & Sonepur
3 from Angul
2 from Dhenkanal
1 JharsugudaThe total recovered cases of #Odisha now stand at 4291.
(2/2)— H & FW Dept Odisha (@HFWOdisha) June 25, 2020