ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ୩୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମଶାଇ ରାଜ୍ୟରେ ମୋଟ ୮ ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭରଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 390 #COVID19 patients have recovered and are being discharged on 12.7.2020.
106 from Ganjam
71 from Cuttack
38 from Mayurbhanj
38 from Sundergarh
25 from Jajpur
24 from Nabarangpur
22 from Sambalpur
15 from Khurdha
9 from Balasore
6 from Bargarh— H & FW Dept Odisha (@HFWOdisha) July 12, 2020
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହୋଇଥିବା ବେଳେ କଟକ ରୁ ୭୧, ମୟୁରଭଞ୍ଜ ରୁ ୩୮ , ସୁନ୍ଦରଗଡ଼ରୁ ୩୮ , ଯାଜପୁରରୁ ୨୫ , ନବରଙ୍ଗପୁରରୁ ୨୪ , ସମ୍ବଲପୁରରୁ ୨୨, ଖୋର୍ଦ୍ଧାରୁ ୧୫ , ବାଲେଶ୍ୱରରୁ ୯ , ବରଗଡ଼ରୁ ୬ , ଅନୁଗୁଳ-କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୫ ଜଣ, ଜଗତସିଂହପୁର-କୋରାପୁଟର ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
5 each from Angul, Kalahandi & Kendrapara
4 each from Jagatsingpur & Koraput
3 each from Bhadrak, Boudh & Keonjhar
2 each from Nayagarh & PuriThe total recovered case of Odisha now stand at 8750.
— H & FW Dept Odisha (@HFWOdisha) July 12, 2020
ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି ।