ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୪୦,ଭୁବନେଶ୍ୱରୁ ୩, ଜଗତସିଂହପୁର ୫, ମୟୂରଭଞ୍ଜରୁ ୪, ବାଲଙ୍ଗିରିରୁ ୨, ବାଲେଶ୍ୱର, ସୁନ୍ଦରଗଡ, କେନ୍ଦ୍ରପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
Another 57 Covid patients have recovered and are being discharged.
40 are from Ganjam
5 are from Jagatsinghpur
4 are from Mayurbhanj
3 are from Bhubaneswar
2 are from Bolangir
1 each from Sundergarh, Balasore and Kendrapara.— H & FW Dept Odisha (@HFWOdisha) May 18, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୭ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।