ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଉ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Another 79 #Covid19 patients have recovered and are being discharged.
11 are from Ganjam
5 from Jajpur
17 from Balasore
4 from Cuttack
28 from Bhadrak
3 from Keonjhar
2 from Khurda
2 from Bolangir
7 from PuriThe total recovered cases of #Odisha now stand at 812.
— H & FW Dept Odisha (@HFWOdisha) May 27, 2020
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୧ ଜଣ, ଯାଜପୁରରୁ ୫ ଜଣ, ବାଲେଶ୍ୱରରୁ ୧୭ ଜଣ, କଟକରୁ ୪ ଜଣ, ଭଦ୍ରକରୁ ୨୮ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୨ ଜଣ, ବଲାଙ୍ଗିରରୁ ୨ ଜଣ ଏବଂ ପୁରୀରୁ ୭ ଜଣ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୧୨ କୁ ଛୁଇଁଛି ।