ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୩୨୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭ଜଣ, ସୁସ୍ଥ ହୋଇଥିବା ବେଳେ ନୟାଗଡ଼, ସୋନପୁର, ସୁନ୍ଦରଗଡ଼,କେନ୍ଦୁଝର, ଓ ଝାରସୁଗୁଡ଼ାରୁ ୩ଜଣ ଲେଖାଏଁ ରହିଛନ୍ତି।
Another 80 #Covid19 patients have recovered and are being discharged.
17 are from Puri
16 from Kendrapara
16 from Malkangiri
7 from Cuttack
3 each from Nayagarh, Sonepur, Sundargarh, Keonjhar and Jharsuguda
2 each from Ganjam, Kandhamal & Khurda. (1/2)— H & FW Dept Odisha (@HFWOdisha) June 2, 2020
ସେହିପରି ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ଏବଂ ବଲାଙ୍ଗୀର ,ଜଗତସିଂହପୁର ଓ ନବରଙ୍ଗରପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସୂଚନାଯୋଗ୍ୟ ରାଜ୍ୟରେ ବତ୍ତମାନ ସୁଦ୍ଧା ୨୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୯୧୩ଟି ସକ୍ରିୟ ମାମଲା ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି ।
1 each from Bolangir, Jagatsinghpur & Nabarangpur.
The total recovered cases of #Odisha now stand at 1325. (2/2)
— H & FW Dept Odisha (@HFWOdisha) June 2, 2020