ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମହାମାରିରେ ବର୍ଷ ବର୍ଷ ଧରି ପାଳନ କରାଯାଉଥିବା ପରମ୍ପରା ରେ ରୋକ୍ ଲାଗୁଛି । ପୁରୀ ବଡ଼ ଦାଣ୍ଡରେ ବଡ଼ବଡ଼ିଆ ଡ଼ାକିବା ଓ କାଉଁରିଆ କାଠି ଜଳିବା ନେଇ ଜାରି କରାଯାଇଛି କଟକଣା ।ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗାଇଡ଼ ଲାଇନ ଜାରି କରିଛନ୍ତି । ଧୂଆଁ ଯୋଗୁ ପରିବେଣ ପ୍ରଦୂଷଣ ହେବା ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ନେଇ ଏଭଳି ଗାଇଡ଼ ଲାଇନ ଜାରି କରାଯାଇଥିଲା । ଶ୍ରୀ ମନ୍ଦିରର ସମ୍ମୁଖରେ ବଡ଼ବଡ଼ିଆ ଡ଼ାକିବା ନେଇ ପୁର୍ବରୁ ଯେଉଁ ବ୍ୟବସ୍ଥା ଥିଲା ସେ ବ୍ୟବସ୍ଥାକୁ ବନ୍ଦ କରିବା ନେଇ ପ୍ରଶାସନ ନିଷ୍ୱତ୍ତି ନେଇଥିଲେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024