ଭୁବନେଶ୍ୱର ଏବଂ ଭଦ୍ରକରେ ଆଗାମୀ ୪୮ ଘଣ୍ଟିଆ କର୍ଫ୍ୟୁ, କୌଣସି ପରିଚୟ ପତ୍ର କାମ କରିବ ନାହିଁ

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ଏବଂ ଭଦ୍ରକକୁ ସମ୍ପୂର୍ଣ୍ଣ ଭାବେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି କର୍ଫ୍ୟୁ ଆଜି ସଂଧ୍ୟାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଲାଗୁ ରହିବ । ଏହି ମସୟରେ କୌଣସି ପରିଚୟପତ୍ର କାମ କରିବ ନାହିଁ । ଲକ୍ ଡାଉନ୍ ସମୟରେ ଯେଉଁ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହୁଥିଲା, ସେଗୁଡିକ ବି ଏହି ୪୮ ଘଣ୍ଟା ଯାଏଁ ବନ୍ଦ ରହିବ । ଏହାସହିତ ଜରୁରୀ ସେବାରେ ନିୟୋଜିତ ଥିବା … Continue reading ଭୁବନେଶ୍ୱର ଏବଂ ଭଦ୍ରକରେ ଆଗାମୀ ୪୮ ଘଣ୍ଟିଆ କର୍ଫ୍ୟୁ, କୌଣସି ପରିଚୟ ପତ୍ର କାମ କରିବ ନାହିଁ