ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା କରାଯାଇଛି । ୩୩ଟି ଜିଲ୍ଲା ପାଇଁ ସଭାପତି ଘୋଷଣା କରାଯାଇଛି । କିଛି ନୂଆ ଓ କିଛି ପୁରୁଣା ମୁହଁ ଏହି ତାଲିକାରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ପାଇଁ କାହାକୁ ବିଜେଡି ଜିଲ୍ଲା ସଭାପତି ଭାବେ ବଛାଯାଇଛି ।
କଟକ- ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା
ଖୋର୍ଦ୍ଧା-ବିଭୂତି ବଳବନ୍ତରାୟ
ରାଉରକେଲା- ସାରଦା ନାୟକ
ବାଲେଶ୍ୱର- ରବୀନ୍ଦ୍ର ଜେନା
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଯାଜପୁର- ସରୋଜ ମହାପାତ୍ର
ମୟୂରଭଞ୍ଜ- ସୁଦାମ ମାରାଣ୍ଡି
ମୟୂରଭଞ୍ଜ ସଦର- କାଶୀନାଥ ହେମ୍ବ୍ରମ
ପୁରୀ- ମହେଶ୍ୱର ମହାନ୍ତି
ଅନୁଗୋଳ- ମହେନ୍ଦ୍ର ବସ୍ତିଆ
ବରଗଡ଼- ବିଜୟ ରଂଜନ ସିଂହ ବରିହା
ଭଦ୍ରକ- ଜଗନ୍ନାଥ ସ୍ୱାଇଁ
ବଲାଙ୍ଗିର- ଟୁକୁନି ସାହୁ
ବୌଦ୍ଧ- ମହିଧର ରଣା
ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ
ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ
ଗଜପତି- ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଝାରସୁଗୁଡ଼ା- କିଶୋର ମହାନ୍ତି
କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ
କନ୍ଧମାଳ- ସରୋଜ କର୍ଣ୍ଣ
କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା
କେନ୍ଦୁଝର- ମାଧବ ସର୍ଦ୍ଦାର
ନୟାଗଡ଼- ରମେଶ ବେହେରା
କୋରାପୁଟ- ଈଶ୍ୱର ପାଣିଗ୍ରାହୀ
ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
ସୁବର୍ଣ୍ଣପୁର- ସରୋଜ କମ୍ପ
ନବରଙ୍ଗପୁର- ରମେଶ ମାଝୀ
ନୂଆପଡ଼ା- ମନୋଜ ମିଶ୍ର
ରାୟଗଡ଼ା- ସୁଧୀର ଦାସ
ସମ୍ବଲପୁର- ସିଦ୍ଧାର୍ଥ ଦାସ
ସୁନ୍ଦରଗଡ଼- ବିନୟ ଟପ୍ପୋ